ଗ୍ୟାସ୍‌ ଷ୍ଟୋର୍‌ କିପର୍‌ଙ୍କୁ କରୋନା: ସଙ୍ଗରୋଧରେ ସଂକ୍ରମିତଙ୍କ ୫ ସହକର୍ମୀ

ପୂର୍ବରୁ ବିରିୟାନି ଡେଲିଭରି ବଏ ହୋଇଥିଲେ ଆକ୍ରାନ୍ତ ଚନ୍ଦ୍ରଶେଖରପୁର: କିଛି ଦିନ ପୂର୍ବରୁ ରାଜଧାନୀର ଜଣେ ବିରିୟାନି ଡେଲିଭରି ବଏ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏବେ ଏକ ଗ୍ୟାସ୍‌ ଏଜେନ୍ସିର ଷ୍ଟୋର୍‌ କିପର୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ଚନ୍ଦ୍ରଶେଖର ଅଞ୍ଚଳରେ ସଂପୃକ୍ତ ଯୁବକଜଣକ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସଂପୃକ୍ତ ଏଜେନ୍ସିରୁ କାହା କାହା ଘରକୁ ଗ୍ୟାସ୍‌ ଡେଲିଭରି ହୋଇଛି ତାହାର … Continue reading ଗ୍ୟାସ୍‌ ଷ୍ଟୋର୍‌ କିପର୍‌ଙ୍କୁ କରୋନା: ସଙ୍ଗରୋଧରେ ସଂକ୍ରମିତଙ୍କ ୫ ସହକର୍ମୀ